ମନୁ ଭାକର,ଡି ଗୁକେଶଙ୍କ ସମେତ ୪ ଖେଳାଳିଙ୍କୁ ମିଳିବ ଖେଳରତ୍ନ ସମ୍ମାନ

ନୂଆଦିଲ୍ଲୀ: ଅଲମ୍ପିକ୍‌ରେ ଯୋଡ଼ା ପଦକଧାରୀ ମନୁ ଭାକର ଓ ଚେସ୍ ଚାମ୍ପିୟନ୍ ଡି ଗୁକେଶଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନ ମିଳିବ। ଚାରି ଭାରତୀୟ…

ସର୍ବ କନିଷ୍ଠ ମହିଳା ଭାବେ ୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ

ମୁମ୍ବାଇ: ଇତିହାସ ରଚିଛନ୍ତି ଭାରତର ୧୭ ବର୍ଷିୟା ପର୍ବତାରୋହୀ କାମ୍ୟା କାର୍ତ୍ତିକେୟନ । ଗୋଟେ କି ଦୁଇଟି ନୁହେଁ, ୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ…

ଜିନ୍ସ ପିନ୍ଧିବାରୁ ଫିଡେ ଚାମ୍ପିୟନସିପ୍‌ରୁ ବାଦ୍ ପଡ଼ିଲେ ମାଗ୍ନାସ୍ କାର୍ଲସନ୍‌

ନୂଆଦିଲ୍ଲୀ: ଜିନ୍ସ ପିନ୍ଧିବାକୁ ନେଇ ଫିଡେ ଚାମ୍ପିୟନସିପ୍‌ରୁ ବାଦ୍ ପଡ଼ିଲେ ଚେସ୍ ବିଶ୍ୱର ଏକ ନମ୍ବର ଖେଳାଳି ମାଗ୍ନାସ୍ କାର୍ଲସନ୍ । ବିଶ୍ୱ ରାପିଡ ଓ ବ୍ଲିଟ୍ଜ…

ଝୁକେଗା ନେହିଁ ର ପୋଜ୍ ଦେଖାଇଲେ ନୀତିଶ

ମେଲବୋର୍ନ: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ ଦ୍ୱାରା…

କଳା ବ୍ୟାଣ୍ଡ୍ ପିନ୍ଧି ପଡ଼ିଆକୁ ଆସିଲେ ଭାରତୀୟ ଖେଳାଳି, ଜଣାଇଲେ ଶ୍ରଦ୍ଧାଞ୍ଜଳି

ମେଲବୋର୍ନ : ହାତରେ କଳା ବ୍ୟାଣ୍ଡ୍ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତରେ ଶୋକ ପ୍ରକାଶ…

ପଡ଼ିଆ ମଝିରେ କୋହଲି-କନଷ୍ଟାସ୍ ଝଗଡ଼ା: ଭିଡିଓ ଭାଇରାଲ

ମେଲବୋର୍ଣ୍ଣ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚ୍‌ରେ ଅଷ୍ଟ୍ରେଲିଆ…

ଫସିଲେ ଧୋନୀ: ହରମୁ ବଙ୍ଗଳା ଉପରେ ଚାଲିଛି ଯାଞ୍ଚ

ନୂଆଦିଲ୍ଲୀ: ଫସିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ତାଙ୍କର ଏକ ଆବାସିକ ପ୍ଲଟକୁ ସେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିବା…

ବିବାହ ବନ୍ଧନରେ ବାନ୍ଧି ହେଲେ ବ୍ୟାଡମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ

ଜୟପୁର: ହାତକୁ ଦୁଇହାତ ହେଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି. ଭି ସିନ୍ଧୁ । ହାଇଦ୍ରାବାଦରେ ରହୁଥିବା ପାସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବା ଭେଙ୍କଟ ଦତ୍ତଙ୍କୁ…

ବିନୋଦ କାମ୍ବଲି ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ଆଜି ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଯାଇଛି। କିଛି ଦିନ ହେବ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ସେ ସଂଘର୍ଷ…

ବିମାନବନ୍ଦରରେ ସାମ୍ବାଦିକାଙ୍କ ଉପରେ ରାଗିଲେ କୋହଲି, ଫଟୋ ଉଠାଇବାକୁ କଲେ ବାରଣ

ମେଲବର୍ଣ୍ଣ: ବିମାନବନ୍ଦରରେ ସାମ୍ବାଦିକାଙ୍କ ଉପରେ ରାଗିଗଲେ କ୍ରିକେଟର ବିରାଟ କୋହଲି । ଏହାର ଏକ ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।…