ଫେଲ୍ ମାରିଲା ଚୀନର ତଥ୍ୟ

ଗୋଆରେ ୨୦୨୪ରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ଯଦି ସରକାରୀ ତଥ୍ୟକୁ ଦେଖାଯାଏ ତେବେ ତେବେ ଗୋଆରେ ପର୍ଯ୍ୟଟକଙ୍କ ଭିଡ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଯାହା ପଡୋଶୀ ଦେଶ ଚାଇନା ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ଫେଲ୍ ମାରିଛି ।

ତେବେ ଚାଇନାର ଅର୍ଥନୈତିକ ସୂଚନା କେନ୍ଦ୍ର ଦ୍ୱାରା ଏକ ସନ୍ଦେହଜନକ ସର୍ଭେ ସମ୍ପର୍କରେ ଆଲୋଚନା ମଧ୍ୟରେ ଗୋଆରେ ପର୍ଯ୍ୟଟକଙ୍କ ସମ୍ବନ୍ଧୀୟ ତଥ୍ୟ ଉଲ୍ଲେଖ କରାଯାଇଛି । ପଡୋଶୀ ଦେଶ ଭାରତର ପର୍ଯ୍ୟଟନ ସମ୍ବନ୍ଧରେ ଏକ ଷଡଯନ୍ତ୍ର ସୃଷ୍ଟି କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ସରକାରୀ ତଥ୍ୟ ମାଧ୍ୟମରେ ଗୋଆରେ ପର୍ଯ୍ୟଟନର ପରିସ୍ଥିତି ସ୍ପଷ୍ଟ ହୋଇଛି ।

ସମୟକ୍ରମେ ଗୋଆକୁ ବହୁଳ ମାତ୍ରାରେ ପର୍ଯ୍ୟଟକମାନଙ୍କ ଆଗମନ ହେଉଛି । ପର୍ଯ୍ୟଟକମାନେ ଆଉ ଅଞ୍ଜୁନା ଏବଂ କାଲାଙ୍ଗୁଟ୍ ଭଳି ଲୋକପ୍ରିୟ ସ୍ଥାନ ମଧ୍ୟରେ ସୀମିତ ହୋଇ ରହିନାହାଁନ୍ତି, ସେମାନେ ଉତ୍ତରରେ କେରିରୁ ଦକ୍ଷିଣରେ କାନାକୋନା ପର୍ଯ୍ୟନ୍ତ ଗୋଆର ସମସ୍ତ ସମୁଦ୍ରକୂଳକୁ ବ୍ୟାପି ଗଲେଣି । ଏବଂ ଲୁକ୍କାୟିତ ସମସ୍ତ ପ୍ରକୃତିର କୋଳକୁ ଅନୁସନ୍ଧାନ କରୁଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *